ଅମିତବ୍ୟୟ Amitabyaya

  • ସଂ. ବି. (କର୍ମଧା; ଅମିତ=ଅସୀମ+ବ୍ୟୟ=ଖର୍ଚ୍ଚ) — ବୃଥା ଖରଚ; ଅପବ୍ୟୟ; ସାହାଖରଚ — Extravagance; prodigality