ଅମିତବ୍ୟୟୀ Amitabyayī

  • ସଂ. ବିଣ. ପୁଂ. (ଅମିତବ୍ୟୟ+ଇନ୍; 1 ମା. 1 ବ.) — ସାହାଖରଚୀ; ଅପବ୍ୟୟୀ — Extravagant; spend-thrift; prodigal