ଅମିତବିକ୍ରମୀ Amitabikramī

  • ସଂ. ବିଣ. ପୁଂ. (ଅମିତବିକ୍ରମ+ଅଛି ଅର୍ଥରେ; ଇନ୍. 1 ମା. 1 ବ.) — ଅସୀମ ବଳଶାଳୀ — Of unbounded strength