ଅମାଲୁ Amālu

  • ଦେ. ବି. — ଅପମାଲୁ; ମାଲପୁଆ; ଘୃତପକ୍ୱ ପିଷ୍ଟକବିଶେଷ — A kind of sweet cake boiled in ghee
  • ଦେ. ବି. — [ଦ୍ର—ଅଟା ଓ ଗୁଡ଼କୁ ଏକତ୍ର ଗୋଳି ପାଣିଆ କରି ଉକ୍ତ ପାଣିଆ ପିଠଉ(ଲଇ)କୁ ତଇ ବା ଚଟକାତଳ ଥିବା କରେଇରେ ଫୁଟୁଥିବା ଘିଅରେ ଛାଣିଲେ ଏ ପିଠା ହୁଏ। ଅମାଲୁ ପାଇଁ ଅଟା ସଙ୍ଗେ 1/4 ଠାରୁ 3/4 ଓଜନର ଗୁଡ଼ ମିଶାଯାଇ ଗୋଳା ଯାଇଥିବା ପିଠଉକୁ ନଇ ବା ଲଇ ବୋଲାଯାଏ।] — [ଦ୍ର—ଅଟା ଓ ଗୁଡ଼କୁ ଏକତ୍ର ଗୋଳି ପାଣିଆ କରି ଉକ୍ତ ପାଣିଆ ପିଠଉ(ଲଇ)କୁ ତଇ ବା ଚଟକାତଳ ଥିବା କରେଇରେ ଫୁଟୁଥିବା ଘିଅରେ ଛାଣିଲେ ଏ ପିଠା ହୁଏ ଅମାଲୁ ପାଇଁ ଅଟା ସଙ୍ଗେ1/4ଠାରୁ3/4ଓଜନର ଗୁଡ଼ ମିଶାଯାଇ ଗୋଳା ଯାଇଥିବା ପିଠଉକୁ ନଇ ବା ଲଇ ବୋଲାଯାଏ]