ଅମାନିଶା Amāniṡā

  • ସଂ. ବି. ( 6 ଷ୍ଠୀ ତତ୍; ଅମା+ନିଶା) — ଅମାବାସ୍ୟାର ଅନ୍ଧକାରମୟ ରାତି — The darknight of the new moon
  • ସଂ. ବି. ( 6 ଷ୍ଠୀ ତତ୍; ଅମା+ନିଶା) — (ଲକ୍ଷଣାର୍ଥ) ଘୋର ଅନ୍ଧକାର — Utter darkness