ଅମାନିଆଁ Amāniāñ

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ଯେ କୌଣସି କଥାକୁ ମାନେ ନାହିଁ ବା ଭ୍ରୂକ୍ଷେପ କରେ ନାହିଁ — Not caring for anything
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ଯେ ଗୁରୁଜନଙ୍କୁ ମାନ୍ୟ କରେ ନାହିଁ — Not showing proper respect to one's elders
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ଯାହାର ମାନସଂଭ୍ରମର ଜ୍ଞାନ ନାହିଁ — Having no sense of honour
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ବେଇଜ୍ଜତ୍; ମର୍ଯ୍ୟାଦାହୀନ — Disrespectful
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ନିର୍ଲଜ୍ଜ — Immodest
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ଅବାଧ୍ୟ — Insubordinate
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ଯେ ଆଜ୍ଞାକୁ ଖାତିର କରେ ନାହିଁ — Disregarding an order
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ଯେ ଆଜ୍ଞା ପାଳେ ନାହିଁ — Disobedient
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ହର ଅମାନିଆଁ ଅହି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — ନିଜର ଦୋଷ ବା ଅପରାଧକୁ ମାନୁ ନ ଥିବା; ଦୋଷ ସ୍ୱୀକାର କରୁ ନ ଥିବା — Not admitting one's guilt; not confessing
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — (ସ୍ତ୍ରୀ)—ଦାଣ୍ଡେଈ; ଯେଉଁ ସ୍ତ୍ରୀ ଅବରୋଧ ପ୍ରଥାକୁ ନ ମାନି ବାହାରେ ବୁଲେ — Not observing the rules of purdah
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅମାନ୍ୟ) — (ପୁଂ. ଓ ସ୍ତ୍ରୀ) ମନମୁଖିଆ; ସ୍ୱେଚ୍ଛାଚାରୀ — Wayward; self-willed