ଅମଳଖିଆ Amaḻa khiā

  • ଦେ. ବି (ଆ. ଅମଲ+ସଂ. ଖାଦ ଧାତୁ) — ନିଶା ଖାଇବା — Taking of intoxicating drugs
  • ଦେ. ବିଣ — ଯେ ନିଶା ଖାଏ; ନିଶାଖୋର୍ — Addicted to intoxicating drugs
  • ଦେ. ବିଣ — ନିୟମ କରି ନ ପାଳଇ ଯାହା କି ଅମଳଖିଆ କରଇ ତାହା। କବିସୂର୍ଯ୍ୟ—ସଙ୍ଗୀତ।