ଅମଲେଗାନ୍ Amalegān

  • ବୈଦେ. (ଆ. ଅମଲା ଶବ୍ଦର ବହୁବଚନ ରୂପ; ତୁଳ. ସଂ. ଗଣ=ସମୂହ) ବି — ଅମଲାଗଣ; ଅମଲାମାନେ — Officers; clerks; the body of ministerial officers