ଅମଲାତନ୍ତ୍ର Amalātantra

  • ଦେ. ବି (ପ୍ରଜାତନ୍ତ୍ର, ରାଜତନ୍ତ୍ର ଆଦି ଶବ୍ଦର ଅନୁକରଣରେ ଏହା ଆଧୁନିକ ଯୁଗରେ ବ୍ୟବହୃତ।) — ଅମଲାମାନଙ୍କଦ୍ୱାରା ପରିଚାଳିତ ଶାସନପ୍ରଣାଳୀ — Bureaucracy