ଅମର୍ଷୀ Amarshī
- ସଂ. ବିଣ. ପୁଂ. (ଅମର୍ଷ+ଅଛି ଅର୍ଥରେ. ଇନ୍; 1 ମା. 1 ବ.) — କୋପନସ୍ୱଭାବ; ଚିଡଲ — Irritable
- ଦେ. ବିଣ. ପୁଂ — ରାଧାନାଥଙ୍କ ମହାଯାତ୍ରା ବର୍ଣ୍ଣିତ ଆର୍ଯ୍ୟଯୋଦ୍ଧାବିଶେଷ — Name of a warrior described by the poet Rādhānātha
- ଦେ. ବିଣ. ପୁଂ — ଏ ହୀନ ମନ୍ତ୍ରଣା ଶୁଣି ରୋଷେ ଆର୍ଯ୍ୟମଣି, ଅମର୍ଷୀ ସଂବୋଧି ତାଙ୍କୁ ସଂବୋଧି ବାହିନୀ କହିଲେ ଏସନ ବୀର ବୀରୋଚିତ ଗିରେ। ରାଧାନାଥ. ମହାଯାତ୍ରା।