ଅମରେନ୍ଦ୍ର Amarendra

  • ସଂ. ବି. ( 6 ଷ୍ଠୀ ତତ୍; ଅମର+ଇନ୍ଦ୍ର=ରାଜା) — ଦେବରାଜ ଇନ୍ଦ୍ର — Indra; the king of the gods
  • ଦେ. ବି. ପୁଂ — ପୁରୁଷଙ୍କ ନାମବିଶେଷ — A name given to males