ଅମରମହୌଷଧି Amaramaha̲u̲shadhi
- ସଂ.ବି. (ମଧ୍ୟପଦଲୋପୀ) — ଅମୃତ — Nectar; the elixir of life
- ସଂ.ବି. (ମଧ୍ୟପଦଲୋପୀ) — ମୃତ ବ୍ୟକ୍ତିକୁ ବଞ୍ଚାଇପାରିବା ଔଷଧିବୃକ୍ଷବିଶେଷ; ବିଶଲ୍ୟ କରଣୀ — 1. A plant said to revive a dead person
- ସଂ.ବି. (ମଧ୍ୟପଦଲୋପୀ) — [ଦ୍ର— 1 । ଲଙ୍କାରେ ଲକ୍ଷ୍ମଣଙ୍କର ଶକ୍ତିଭେଦ ହେବାରୁ ହନୁମାନ ରାତାରାତି ଗନ୍ଧମାଦନ ପର୍ବତକୁ ମୁଣ୍ଡରେ ବାହି ଲଙ୍କାକୁ ଘେନି ଆସିଲା। ନୀଳ କପି ଉକ୍ତ ପର୍ବତରେ ଥିବା ଅମରମହୌଷଧି ବାଛି- ଆଣି ଲକ୍ଷ୍ମଣଙ୍କଠାରେ ପ୍ରୟୋଗ କରିବାରୁ ଲକ୍ଷ୍ମଣ ବଞ୍ଚି ଉଠିଲେ। — [ଦ୍ର—1 ଲଙ୍କାରେ ଲକ୍ଷ୍ମଣଙ୍କର ଶକ୍ତିଭେଦ ହେବାରୁ ହନୁମାନ ରାତାରାତି ଗନ୍ଧମାଦନ ପର୍ବତକୁ ମୁଣ୍ଡରେ ବାହି ଲଙ୍କାକୁ ଘେନି ଆସିଲା ନୀଳ କପି ଉକ୍ତ ପର୍ବତରେ ଥିବା ଅମରମହୌଷଧି ବାଛି- ଆଣି ଲକ୍ଷ୍ମଣଙ୍କଠାରେ ପ୍ରୟୋଗ କରିବାରୁ ଲକ୍ଷ୍ମଣ ବଞ୍ଚି ଉଠିଲେ
- ସଂ.ବି. (ମଧ୍ୟପଦଲୋପୀ) — ଲୋକବିଶ୍ୱାସ ଯେ ନେଉଳ ସାପକୁ ତିନି ଗଡ଼ କରି କାଟି ମଝିଗଡ଼କୁ ଖାଇ ବାକି ଦୁଇଗଡ଼କୁ ଯୋଡ଼ି ଦେଇ ଯୋଡ଼ିସ୍ଥାନରେ ଅମରମହୌଷଧି ଆଣି ଲଗାଇ ଦିଏ ଏବଂ ସାପ ଜୀଇ ଉଠେ।]