ଅମରପୁଷ୍ପକ Amarapushpaka

  • ସଂ. ବି. (ବହୁବ୍ରୀହି; ଅମର=ଅବିଶୀର୍ଣ୍ଣ+ପୁଷ୍ପ=ଫୁଲ +କ) — କଳ୍ପବୃକ୍ଷ
  • ସଂ. ବି. (ବହୁବ୍ରୀହି; ଅମର=ଅବିଶୀର୍ଣ୍ଣ+ପୁଷ୍ପ=ଫୁଲ +କ) — କାଶତୃଣ (ଦେଖ) — The kāṡa-grass (See)