ଅମରପୁର Amarapura

  • ସଂ. ବି. — ସ୍ୱର୍ଗ — Heaven
  • ଦେ. ବି. — ଆକାଶ — Sky; firmament
  • ଦେ. ବି. — ଏଥୁ ଅନନ୍ତରେ ହୋଏ ଦିବସ ଶେଷ ଲୋହିତ ଅମରପୁର ସକଳ ଦିଶ—ଶିଶୁଶଙ୍କର. ଉଷାଭିଳାଷ. 4।3 । — ଏଥୁ ଅନନ୍ତରେ ହୋଏ ଦିବସ ଶେଷ ଲୋହିତ ଅମରପୁର ସକଳ ଦିଶ—ଶିଶୁଶଙ୍କର. ଉଷାଭିଳାଷ.43