ଅମରଦ୍ୱିଜ Amaradwija

  • ସଂ. ବି. (ମଧ୍ୟପଦଲୋପୀ; ଅମରପୂଜକ ଦ୍ୱିଜ) — ପୂଜାହାରୀ ବ୍ରାହ୍ମଣ; ସେବକ ବ୍ରାହ୍ମଣ — Temple-priest; a Brāhmaṇa of the pandā class