ଅମରଦୃଷ୍ଟି Amaradṛushṭi

  • ସଂ. ବି. (ଅମର=ଦେବତା+ଦୃଷ୍ଟି; ଦେବତାଙ୍କ ଦୃଷ୍ଟି ପଲକହୀନ ଅଟେ) — ପଲକହୀନ ବା ନିର୍ନିମେଷ ଦୃଷ୍ଟି — Steady gaze