ଅମନୋଯୋଗୀ Amanoj̄ogī

  • ସଂ. ବିଣ. ପୁଂ. (ଅ+ମନୋଯୋଗିନ୍; 1 ମା. 1 ବ.) — ଯେ କୌଣସି କର୍ମରେ ଚିତ୍ତନିବେଶ କରେ ନାହିଁ — Inattentive