ଅମନୁଷ୍ୟ Amanushya
- ସଂ. ବି (ସଂ. ନ+ମନୁଷ୍ୟ) — ମନୁଷ୍ୟତାହୀନ ବ୍ୟକ୍ତି
- ସଂ. ବି (ସଂ. ନ+ମନୁଷ୍ୟ) — ପଶ୍ୱାଚାର ବ୍ୟକ୍ତି — A bestial person
- ସଂ. ବି (ସଂ. ନ+ମନୁଷ୍ୟ) — ନୀଚମନା ବ୍ୟକ୍ତି — A mean person
- ସଂ. ବି (ସଂ. ନ+ମନୁଷ୍ୟ) — କ୍ରୂର ବା ଅସୁରସ୍ୱଭାବବିଶିଷ୍ଟ ବ୍ୟକ୍ତି
- ସଂ. ବି (ସଂ. ନ+ମନୁଷ୍ୟ) — ରାକ୍ଷସ — Demon
- ସଂ. ବି (ସଂ. ନ+ମନୁଷ୍ୟ) — ମନୁଷ୍ୟ ଛଡା ଅନ୍ୟ ଜୀବ
- ସଂ. ବିଣ — ନିର୍ବୋଧ — Stupid
- ସଂ. ବିଣ — ନୀଚ; ହୀନ — Low; mean; vile
- ସଂ. ବିଣ — ନିଷ୍ଠୁର — Cruel; inhumane
- ସଂ. ବିଣ — ମନୁଷ୍ୟତାହୀନ — Unmanly