ଅମନୀ Amanī

  • ଗ୍ରା. ବିଣ. ସ୍ତ୍ରୀ (ସଂ. ଅ. ଓ ମନସ୍) — ସ୍ୱେଚ୍ଛାଚାରିଣୀ — Self-willed
  • ଗ୍ରା. ବିଣ. ସ୍ତ୍ରୀ (ସଂ. ଅ. ଓ ମନସ୍) — କୌଣସି କାର୍ଯ୍ୟ କରିବାକୁ ଯେ ସବୁ ଦିନ ମନେ କରେ ନାହିଁ
  • ଗ୍ରା. ବିଣ. ସ୍ତ୍ରୀ (ସଂ. ଅ. ଓ ମନସ୍) — ଅମନୀ ମାଇପ ମନ କରିଛି—ଢଗ।