ଅମଡାମଡା Amaṟḍ̠āmaṟḍ̠ā

  • ଦେ. ବି. (ବିପରୀତାର୍ଥ ସହଚର) — ଅବାଟ ଓ ବାଟ — Track which is used as road and which is not
  • ଦେ. ବି. (ବିପରୀତାର୍ଥ ସହଚର) — (ଯଥା—ତାକୁ ଗୋଡେଇଲାରୁ ସେ ଅମଡାମଡା ନ ବାରି ପଳେଇ ଗଲା।)
  • ଦେ. କ୍ରି. ବିଣ — ଅବାଟରେ; ବାଟ ଛାଡି (ଯିବା) — (going) In a manner without minding whether there is a way; wanderingly
  • ଦେ. କ୍ରି. ବିଣ — (ଯଥା—ଲୋକେ ମାଡ ଖାଇ ଛାଟିପିଟି ହୋଇ ଅମଡ଼ାମଡ଼ା ପଳାଇ ଗଲେ।)