ଅମଙ୍ଗୁଳା Amaṅguḻā
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ବିବାହର ପୂର୍ବଦିନ ଯେଉଁ ବର କନ୍ୟାଙ୍କର ମଙ୍ଗଳ ବା ଅଧିବାସବିଧି ହୋଇ ନ ଥାଏ — (a bride or bridegroom) Who has not yet undergone the ceremony of consecration on the eve of marriage
- ଦେ. ବିଣ. ପୁଂ. ଓ ସ୍ତ୍ରୀ — ବିବାହାଦି ପୂର୍ବରୁ ମଙ୍ଗୁଳା ବା ଆରାଧିତ ହୋଇ ନ ଥିବା (ଗ୍ରାମଦେବତା) — (deity) Not worshipped on the eve of a social ceremony