ଅଭଡ଼ାକୁଡୁଆ Abhaṟḍ̠ākuṟḍ̠uā

  • ଦେ. ବି — ଯେଉଁ ଛୋଟ ମାଟି ହାଣ୍ଡିରେ ଅନ୍ନ— ମହାପ୍ରସାଦ ରନ୍ଧାହୁଏ ବା ରଖାଯାଏ — The small earthen pot in which Abhaṟḍ̠ā is cooked or stored