ଅଭ୍ୟୁପପତ୍ତି Abhyupapatti

  • ସଂ. ବି (ଅଭି+ଉପପତ୍ତି) — ସାହାଯ୍ୟ କରିବା ଉଦ୍ଦେଶ୍ୟରେ ନିକଟକୁ ଯିବା
  • ସଂ. ବି (ଅଭି+ଉପପତ୍ତି) — ରକ୍ଷା — Protection
  • ସଂ. ବି (ଅଭି+ଉପପତ୍ତି) — ସଫେଇ; ଅପରାଧ; ଅଭିଯୋଗରୁ ନିଜକୁ ରକ୍ଷା କରିବା
  • ସଂ. ବି (ଅଭି+ଉପପତ୍ତି) — ଅନୁଗ୍ରହ — Favour
  • ସଂ. ବି (ଅଭି+ଉପପତ୍ତି) — ଉପକାର — The conferring of a benefit or kindness
  • ସଂ. ବି (ଅଭି+ଉପପତ୍ତି) — ସ୍ୱୀକୃତି; ସ୍ୱୀକାର — Agreement; assent
  • ସଂ. ବି (ଅଭି+ଉପପତ୍ତି) — କୁଳରକ୍ଷା ପାଇଁ କର୍ତ୍ତବ୍ୟାନୁରୋଧରେ ମୃତ ଭାଇଙ୍କ ପତ୍ନୀଙ୍କ ଗର୍ଭରେ ବୀର୍ଯ୍ୟପାତନରୂପ କର୍ମ
  • ସଂ. ବି (ଅଭି+ଉପପତ୍ତି) — ସାନ୍ତ୍ୱନା — Consolation