ଅଭ୍ୟୁପଗତ Abhyupagata

  • ସଂ. ବିଣ. ପୁଂ. (ଅଭି+ଉପଗତ) — ସ୍ୱୀକୃତ
  • ସଂ. ବିଣ. ପୁଂ. (ଅଭି+ଉପଗତ) — ପ୍ରାପ୍ତ — Got; achieved
  • ସଂ. ବିଣ. ପୁଂ. (ଅଭି+ଉପଗତ) — ନିକଟକୁ ଆସିଥିବା — Arrived near
  • ସଂ. ବିଣ. ପୁଂ. (ଅଭି+ଉପଗତ) — ଉପସ୍ଥିତ — Arrived; reached