ଅଭ୍ୟୁଦୀରିତ Abhyudīrita

  • ସଂ. ବିଣ (ଅଭି+ଉତ୍+ଈର ଧାତୁ+କର୍ମ. ତ) — ଆକ୍ଷିପ୍ତ; ଫିଙ୍ଗା ଯାଇଥିବା
  • ସଂ. ବିଣ (ଅଭି+ଉତ୍+ଈର ଧାତୁ+କର୍ମ. ତ) — ଆଖ୍ଯାତ; କଥିତ — Narrated; spoken
  • ସଂ. ବିଣ (ଅଭି+ଉତ୍+ଈର ଧାତୁ+କର୍ମ. ତ) — ବର୍ଣ୍ଣିତ — Described