ଅଭ୍ୟୁତ୍ୱାନ Abhyutthāna
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ଅଭ୍ୟାଗତ ବ୍ୟକ୍ତିଙ୍କୁ ସମ୍ମାନ ଦେଖାଇବା ପାଇଁ ଆସନରୁ ଉଠିବା
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ଉଦୟ; ଉଇଁବା — Rising
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ପ୍ରଜାବିଦ୍ରୋହ — Rebellion (M.W.)
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ଉଚ୍ଚତା — Elevation
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ଉଚ୍ଚପଦଲାଭ — Gaining a high position
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ଅଧିକାରଲାଭ — Gaining authority
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ମାନ୍ୟ; ସମ୍ମାନ — Respectability
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ବଳ ବା ପ୍ରଭାବଲାଭ — Gaining afficacy
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — କ୍ଷମତା — Power
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ଜନ୍ମ; ଆରମ୍ଭ — Origin; birth
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — ଉନ୍ନତି — Improvement
- ସଂ: ବି (ଅଭି+ଉତ୍+ସ୍ଥା ଧାତୁ+ଭାବ. ଅନ) — କ୍ଷମତାର ବୃଦ୍ଧି — Increase of power