ଅଭ୍ୟୁଚ୍ଚୟ Abhyuchchaya

  • ସଂ. ବି (ଅଭି+ଉତ୍+ଚି ଧାତୁ+ଭାବ. ଅ) — ବୃଦ୍ଧି — Increase
  • ସଂ. ବି (ଅଭି+ଉତ୍+ଚି ଧାତୁ+ଭାବ. ଅ) — ଗଦା; ରାଶି — Heap
  • ସଂ. ବି (ଅଭି+ଉତ୍+ଚି ଧାତୁ+ଭାବ. ଅ) — ସମୂହ — Multitude
  • ସଂ. ବି (ଅଭି+ଉତ୍+ଚି ଧାତୁ+ଭାବ. ଅ) — ସମୁଚ୍ଚୟ; ସମାହାର
  • ସଂ. ବି (ଅଭି+ଉତ୍+ଚି ଧାତୁ+ଭାବ. ଅ) — ସଂଗ୍ରହ — Gathering