ଅଭ୍ୟୁକ୍ଷଣ Abhyukshaṇa
- ସଂ. ବି (ଅଭି+ଉକ୍ଷ ଧାତୁ+ଭାବ. ଅନ) — ଜଳସେଚନ; ପାଣି ଛିଞ୍ଚିବା
- ସଂ. ବି (ଅଭି+ଉକ୍ଷ ଧାତୁ+ଭାବ. ଅନ) — ବତୁରାଇବା; ଭିଜାଇବା
- ସଂ. ବି (ଅଭି+ଉକ୍ଷ ଧାତୁ+ଭାବ. ଅନ) — (ଯଥା—ବୈଶ୍ୱଦେବ, ଯଜ୍ଞ ବା ହୋମ ଆରମ୍ଭ କରିବା ପୂର୍ବରୁ କର୍ତ୍ତା ମନ୍ତ୍ରପାଠପୂର୍ବକ ହୋମବେଦିରେ ଅଭ୍ୟୁକ୍ଷଣ କରନ୍ତି।)