ଅଭ୍ୟାହତ Abhyāhata

  • ସଂ. ବି (ଅଭି+ଆ+ହନ ଧାତୁ+କର୍ମ. ତ) — ଆହତ — Struck; wounded
  • ସଂ. ବି (ଅଭି+ଆ+ହନ ଧାତୁ+କର୍ମ. ତ) — ଆକ୍ରାନ୍ତ — Seized by; afflicted with
  • ସଂ. ବି (ଅଭି+ଆ+ହନ ଧାତୁ+କର୍ମ. ତ) — ବାଧାପ୍ରାପ୍ତ — Impeded