ଅଭ୍ୟାସିବା Abhyāsibā

  • ଦେ. ପଦ୍ୟ. କ୍ରି (ସଂ. ଅଭ୍ୟାସ) — ଅଭ୍ୟାସ କରିବା—To practice.
  • ଦେ. ପଦ୍ୟ. କ୍ରି (ସଂ. ଅଭ୍ୟାସ) — ସ୍ୱସ୍ତିକ ଆସନେ ବସିବ, ଆନନ୍ଦେ ଯୋଗ ଅଭ୍ୟାସିବ। ଜଗନ୍ନାଥ. ଭଗବତ. 3 ୟା — ସ୍ୱସ୍ତିକ ଆସନେ ବସିବ, ଆନନ୍ଦେ ଯୋଗ ଅଭ୍ୟାସିବ ଜଗନ୍ନାଥ. ଭଗବତ.3ୟା