ଅଭ୍ୟାସାଦନ Abhyāsādana
- ସଂ. ବି (ଅଭି+ଆ+ସଦ ଧାତୁ ଣିଚ୍, ସାଦି ଧାତୁ =ଯିବା+ଭାବ. ଅନ) — ଶତ୍ରୁରପ୍ରତି ଆକ୍ରମଣ; ଚଢାଉ; ଧାଡ଼ି ଦେବା
- ସଂ. ବି (ଅଭି+ଆ+ସଦ ଧାତୁ ଣିଚ୍, ସାଦି ଧାତୁ =ଯିବା+ଭାବ. ଅନ) — ଆକ୍ରମଣ — Attack
- ସଂ. ବି (ଅଭି+ଆ+ସଦ ଧାତୁ ଣିଚ୍, ସାଦି ଧାତୁ =ଯିବା+ଭାବ. ଅନ) — ଆକ୍ରମଣାର୍ଥ ଶତୃ ସମ୍ମୁଖକୁ ଗମନ