ଅଭ୍ୟାସସିଦ୍ଧ Abhyāsasiddha

  • ସଂ. ବିଣ. ( 3 ଯା ତତ୍; ଅଭ୍ୟାସ+ସିଦ୍ଧ) — ଅଭ୍ୟାସ ବା ସାଧନା ଦ୍ୱାରା ଆୟତ୍ତ
  • ସଂ. ବିଣ. ( 3 ଯା ତତ୍; ଅଭ୍ୟାସ+ସିଦ୍ଧ) — ମୁଖସ୍ତ କରାଯାଇଥିବା — Got by heart