ଅଭ୍ୟର୍ଥିତ Abhyarthita

  • ସଂ. ବିଣ. (ଅଭି+ଅର୍ଥ ଧାତୁ+କର୍ମ. ତ) — ସମ୍ବର୍ଦ୍ଧିତ(ବ୍ୟକ୍ତି)
  • ସଂ. ବିଣ. (ଅଭି+ଅର୍ଥ ଧାତୁ+କର୍ମ. ତ) — ପୂଜିତ — Worshipped; adored
  • ସଂ. ବିଣ. (ଅଭି+ଅର୍ଥ ଧାତୁ+କର୍ମ. ତ) — ସତ୍କୃତ — Entertained
  • ସଂ. ବିଣ. (ଅଭି+ଅର୍ଥ ଧାତୁ+କର୍ମ. ତ) — ସମ୍ମାନିତ — Honoured
  • ସଂ. ବିଣ. (ଅଭି+ଅର୍ଥ ଧାତୁ+କର୍ମ. ତ) — ପ୍ରାର୍ଥିତ (ବସ୍ତୁ) — Prayed for; asked