ଅଭ୍ୟର୍ଣ୍ଣ Abhyarṇṇa

  • ସଂ. ବିଣ. (ଅଭି+ଅର୍ଦ୍ଦ ଧାତୁ=ଗମନ କରିବା+କର୍ମ. ତ) — ଯାହା ନିକଟକୁ ଗମନ କରାଯାଇ ଥାଏ
  • ସଂ. ବିଣ. (ଅଭି+ଅର୍ଦ୍ଦ ଧାତୁ=ଗମନ କରିବା+କର୍ମ. ତ) — ନିକଟବର୍ତ୍ତୀ; ସମୀପ