ଅଭ୍ରୋତ୍ଥ Abhrottha

  • ସଂ. ବି. [ 5 ମୀ ତତ୍; ଅଭ୍ର=ମେଘ+ଉତ୍ଥ (=ସ୍ଥା ଧାତୁ+ ଅ)] — ଯେ ମେଘରୁ ବାହାରେ
  • ସଂ. ବି. [ 5 ମୀ ତତ୍; ଅଭ୍ର=ମେଘ+ଉତ୍ଥ (=ସ୍ଥା ଧାତୁ+ ଅ)] — ବଜ୍ର — Thunder
  • ସଂ. ବି. [ 5 ମୀ ତତ୍; ଅଭ୍ର=ମେଘ+ଉତ୍ଥ (=ସ୍ଥା ଧାତୁ+ ଅ)] — ବିଦ୍ୟୁତ୍ — Lightning