ଅଭ୍ରେଷ Abhresha
- ସଂ. ବି. (ଅ+ଭ୍ରେଷ ଧାତୁ=ଗମନ କରିବା+ଅ) — ଔଚିତ୍ୟ — Unerring justice; propriety
- ସଂ. ବି. (ଅ+ଭ୍ରେଷ ଧାତୁ=ଗମନ କରିବା+ଅ) — ନ୍ୟାୟ — Justice
- ସଂ. ବିଣ — ଗମନଶୂନ୍ୟ; ଗତିଶୂନ୍ୟ
- ସଂ. ବିଣ — ଉଚିତ — Right
- ସଂ. ବିଣ — ନ୍ୟାୟ୍ୟ — Just
- ସଂ. ବିଣ — ଆଇନବିହିତ — Statutory