ଅଭୀପ୍ସିତ Abhīpsita

  • ସଂ. ବିଣ (ଅଭି+ଆପ ଧାତୁ. ସନନ୍ତ+କର୍ମ. ତ) — ଅଭିଳଷିତ; ବାଞ୍ଛିତ; ଇଷ୍ଟ — Desired; wished for