ଅଭିଷ୍ୱଙ୍ଗ Abhishwaṅga

  • ସଂ. ବି. (ଅଭି+ସ୍ୱନଜ୍ ଧାତୁ+ଭାବ. ଅ) — ଅନୁରାଗ; ଆସକ୍ତି
  • ସଂ. ବି. (ଅଭି+ସ୍ୱନଜ୍ ଧାତୁ+ଭାବ. ଅ) — ଆଲିଙ୍ଗନ — Embrace