ଅଭିଷ୍ୟନ୍ଦ Abhishyanda

  • ସଂ.ବି. (ଅଭି+ସ୍ୟନ୍ଦ୍ ଧାତୁ + ଭାବ. ଅ) — ଅତି ସ୍ଫୀତତା — Great swelling
  • ସଂ.ବି. (ଅଭି+ସ୍ୟନ୍ଦ୍ ଧାତୁ + ଭାବ. ଅ) — ସ୍ଫୁରଣ — Throbbing
  • ସଂ.ବି. (ଅଭି+ସ୍ୟନ୍ଦ୍ ଧାତୁ + ଭାବ. ଅ) — ଜଳାଦି କ୍ଷରଣ — Oozing
  • ସଂ.ବି. (ଅଭି+ସ୍ୟନ୍ଦ୍ ଧାତୁ + ଭାବ. ଅ) — ଅଧିକା; ଅତିଶୟ ଉନ୍ନତି — Excess
  • ସଂ.ବି. (ଅଭି+ସ୍ୟନ୍ଦ୍ ଧାତୁ + ଭାବ. ଅ) — ଚକ୍ଷୁଫୁଲା ରୋଗବିଶେଷ — Opthalmia
  • ସଂ. ବିଣ — ଉଦ୍ବୃତ୍ତ; ଅଧିକ
  • ସଂ. ବିଣ — ସ୍ଫୀତ — Swollen