ଅଭିଷ୍ଟୁତ Abhishṭuta

  • ସଂ. ବିଣ (ଅଭି+ସ୍ତୁ ଧାତୁ + କର୍ମ. ତ) — ପ୍ରଶଂସିତ
  • ସଂ. ବିଣ (ଅଭି+ସ୍ତୁ ଧାତୁ + କର୍ମ. ତ) — ସ୍ତୁତ ବା ଯାହାକୁ ସ୍ତବ କରାଯାଏ — Entreated
  • ସଂ. ବିଣ (ଅଭି+ସ୍ତୁ ଧାତୁ + କର୍ମ. ତ) — ବର୍ଣ୍ଣିତ — Described
  • ସଂ. ବି. (+ଭାବ. ତ) — ସ୍ତବ; ସ୍ତୁତି — Panegyric; prayer