ଅଭିଷେକୀ Abhishekī
- ଦେ. ବିଣ. — ରାଜାରୂପେ ଅଭିଷିକ୍ତ
- ଦେ. ବିଣ. — ଜଘନ ଭଦ୍ରାସନ ଘେନ ହେଲା କି ବଳବନ୍ତେ ଅଭିଷେକୀ ଯେ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
- ଦେ. ବିଣ. — ବରଣକାରିଣୀ — Having made a choice
- ଦେ. ବିଣ. — ମୁଁ ସ୍ତିରୀ ବିଷ୍ଣୁ ଅଭିଷେକୀ. ତୁ ପଣି ହୁଅ ନପୁଂସକୀ। ଯଶୋବନ୍ତ. ପ୍ରେମଭକ୍ତିବ୍ରହ୍ମଗୀତା।