ଅଭିଶପ୍ତା Abhiṡaptā

  • ସଂ. ବିଣ. ପୁଂ. (ଅଭି=ଶପ ଧାତୁ=ଶାପ ଦେବା+କର୍ତ୍ତୃ. ତ. 1 ମା. 1 ବ.) — ଯେ ଅଭିଶାପ ଦିଏ — One who curses
  • ସଂ. ବିଣ. ସ୍ତ୍ରୀ. — ଅଭିଶପ୍ତର ସ୍ତ୍ରୀଲିଙ୍ଗ — Feminine of Abhisapta