ଅଭିଯୋଗୀ Abhij̄ogī

  • ସଂ. ବିଣ. ପୁଂ. (ଅଭିଯୋଗ+ଇନ୍; 1 ମା. 1 ବ) — ନିବିଷ୍ଟମନା
  • ସଂ. ବିଣ. ପୁଂ. (ଅଭିଯୋଗ+ଇନ୍; 1 ମା. 1 ବ) — ଆକ୍ରମଣ କରିବାରେ ରତ
  • ସଂ. ବିଣ. ପୁଂ. (ଅଭିଯୋଗ+ଇନ୍; 1 ମା. 1 ବ) — (ଆଇନ୍) ଅନ୍ୟ ବିରୁଦ୍ଧରେ ଅପରାଧ ଆରୋପକାରୀ
  • ସଂ. ବି — ମୁଦେଇ — Complainant
  • ସଂ. ବି — ବାଦୀ — Plaintiff