ଅଭିଯୋଗ Abhij̄oga
- ସଂ. ବି. (ଅଭି+ଯୁଜ ଧାତୁ+ଅ) — କୌଣସି ବ୍ୟକ୍ତି ନାମରେ ହାକିମଙ୍କ ନିକଟ ନାଲିସ — Accusation against a person; complaint against a person
- ସଂ. ବି. (ଅଭି+ଯୁଜ ଧାତୁ+ଅ) — ମୁଦାଲା ପ୍ରତି ଅପରାଧର ଆରୋପ
- ସଂ. ବି. (ଅଭି+ଯୁଜ ଧାତୁ+ଅ) — ମୁଦାଲା ସଫେଇଦେବା ପୂର୍ବରୁ ମୁଦେଇ ତରଫରୁ ଆଗତ ପ୍ରମାଣ ଦ୍ୱାରା ମୁଦାଲା ବିରୁଦ୍ଧରେ ସାବୁତ୍ ହେବା ଅପରାଧର ଲିଖନ — Framing of a charge against an accused
- ସଂ. ବି. (ଅଭି+ଯୁଜ ଧାତୁ+ଅ) — ଉଦ୍ଯୋଗ — Endeavour; exertion
- ସଂ. ବି. (ଅଭି+ଯୁଜ ଧାତୁ+ଅ) — ଆକ୍ରମଣ — Attack; assault
- ସଂ. ବି. (ଅଭି+ଯୁଜ ଧାତୁ+ଅ) — ଶପଥ — Solemn affirmation
- ସଂ. ବି. (ଅଭି+ଯୁଜ ଧାତୁ+ଅ) — ଯୁଦ୍ଧାର୍ଥ ଆହ୍ୱାନ — A call to fight
- ସଂ. ବି. (ଅଭି+ଯୁଜ ଧାତୁ+ଅ) — ଅଧ୍ୟବସାୟ