ଅଭିଯାଚକ Abhijāchana

  • ସଂ. ବି. (ଅଭି=ସମ୍ମୁଖରେ+ଯାଚ ଧାତୁ+ଭାବ. ଅନ) — କୌଣସି ବସ୍ତୁ ପାଇଁ ପ୍ରାର୍ଥନା
  • ସଂ. ବି. (ଅଭି=ସମ୍ମୁଖରେ+ଯାଚ ଧାତୁ+ଭାବ. ଅନ) — ମାଗିବା — Begging; asking
  • ସଂ. ବି. (ଅଭି=ସମ୍ମୁଖରେ+ଯାଚ ଧାତୁ+ଭାବ. ଅନ) — ଅନୁରୋଧ — Request