ଅଭିମୃଷ୍ଟ Abhimṛushṭa
- ସଂ. ବିଣ. (ଅଭି+ମୃଶ ଧାତୁ+କର୍ମ. ତ) — ସ୍ପୃଷ୍ଟ — Touched
- ସଂ. ବିଣ. (ଅଭି+ମୃଶ ଧାତୁ+କର୍ମ. ତ) — (ଶସ୍ତ୍ରାଦିଦ୍ୱାରା) ଆହତ
- ସଂ. ବିଣ. (ଅଭି+ମୃଶ ଧାତୁ+କର୍ମ. ତ) — ଧୃତ — Seized; grasped
- ସଂ. ବିଣ. (ଅଭି+ମୃଶ ଧାତୁ+କର୍ମ. ତ) — ସଂବଦ୍ଧ — Connected; tied together
- ସଂ. ବିଣ. (ଅଭି+ମୃଶ ଧାତୁ+କର୍ମ. ତ) — ସଂଘୃଷ୍ଟ — Pounded
- ସଂ. ବିଣ. (ଅଭି+ମୃଶ ଧାତୁ+କର୍ମ. ତ) — ମିଳିତ — Mixed
- ସଂ. ବିଣ. (ଅଭି+ମୃଶ ଧାତୁ+କର୍ମ. ତ) — ଘର୍ଷିତ — Rubbed
- ସଂ. ବିଣ. (ଅଭି+ମୃଶ ଧାତୁ+କର୍ମ. ତ) — ଆହୂତ; ନିମନ୍ତ୍ରିତ