ଅଭିମୁଖୀ Abhimukhī

  • ସଂ. ବିଣ. ପୁଂ. (ଅଭି=ସମୀପ; ସମ୍ମୁଖ+ମୁଖ+ଇନ୍. 1 ମା. 1 ବ.) — ସମ୍ମୁଖୀନ
  • ସଂ. ବିଣ. ପୁଂ. (ଅଭି=ସମୀପ; ସମ୍ମୁଖ+ମୁଖ+ଇନ୍. 1 ମା. 1 ବ.) — (ଅମୁକର) ଆଡକୁ ଅଗ୍ରସର — Advancing or moving towards
  • ସଂ. ବିଣ. ପୁଂ. (ଅଭି=ସମୀପ; ସମ୍ମୁଖ+ମୁଖ+ଇନ୍. 1 ମା. 1 ବ.) — ସମୀପବର୍ତ୍ତୀ ହେଉଥିବା
  • ସଂ. ବିଣ. ପୁଂ. (ଅଭି=ସମୀପ; ସମ୍ମୁଖ+ମୁଖ+ଇନ୍. 1 ମା. 1 ବ.) — (ଯଥା—ଯୌବନାଭିମୁଖୀ; ଗ୍ରାମାଭିମୁଖୀ)