ଅଭିମାରୁତ Dbhimāruta

  • ସଂ. କ୍ରି. ବିଣ — (ଅଭି+ମରୁତ; ଅଭିମାରୁତଂ) — ପବନ- ବିରୁଦ୍ଧ; ବାୟୁର ବିପରୀତ ଦିଗରେ; ପବନ ଗତିର ଉଜାଣି — Against the wind (M.W.)