ଅଭିମର୍ଷ Abhimarsha

  • ସଂ. ବି. (ଅଭି+ମୃଷ ଧାତୁ+ଭାବ. ଅ) — ଛୁଇଁବା; ସ୍ପର୍ଶ — Touch; contact
  • ସଂ. ବି. (ଅଭି+ମୃଷ ଧାତୁ+ଭାବ. ଅ) — (ଚୁଟିଆଦି) ଧରିବା — Seizing; grasping