ଅଭିଭାଷଣ Abhibhāshaṇa

  • ସଂ. ବି. (ଅଭି+ଭାଷ ଧାତୁ+ଭାବ. ଅନ) — ଅନେକ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି କହିବା କଥା ବା ବକ୍ତୃତା; ବହୁ ଲୋକଙ୍କ ନିମନ୍ତେ ଅଭିପ୍ରେତ ରଚନା — Address (intended for many)
  • ସଂ. ବି. (ଅଭି+ଭାଷ ଧାତୁ+ଭାବ. ଅନ) — ସାଧାରଣ ବକ୍ତୃତା — A public speech
  • ସଂ. ବି. (ଅଭି+ଭାଷ ଧାତୁ+ଭାବ. ଅନ) — (ଯଥା—ସଭାରେ ସଭାପତିଙ୍କ ଅଭିଭାଷଣ।)